ଝାରସୁଗୁଡ଼ା ରେଳ ଷ୍ଟେସନରେ ଅଗ୍ନିକାଣ୍ଡ ।ସର୍ଟସାର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିଶମ ବିଭାଗ ବ୍ରିଗେଡ ଆସି ନିଆଁକୁ ନିୟନ୍ତ୍ରଣ କରିବା ଆରମ୍ଭ କରିଛି ।ଇନକ୍ବେରୀ କାଉଣ୍ଟର, ଷ୍ଟେସନ ମ୍ୟାନେଜର-୨ କ୍ୟାବିନ, କୁ ଲାଗି ରହିଥିବା ସିଗ୍ନାଲ କ୍ୟାବିନ ରେ ଅଗ୍ନିକାଣ୍ଡ ।ପ୍ରତ୍ୟକ୍ଷ ଦର୍ଶିଙ୍କ କହିବା ଅନୁଯାୟୀ ପ୍ଲାଟଫର୍ମ ନମ୍ବର -୨ର ରେଳଧାରଣା ଉପରେ ଯାଇଥିବା ୨୫ହଜାର ଭୋଲ୍ଟ ର ତାର ଛିଣ୍ଡି ପଡ଼ିଲା । ସେହି ସ୍ଥାନରେ ନୂଆ ଓଭର ବ୍ରିଜ୍ ନିର୍ମାଣ କାର୍ଯ୍ୟ ଚାଲିଛି । ସେହି ଓଭର ବ୍ରିଜ୍ ରେ ଲାଗିଥିବା ବିଦ୍ୟୁତ ତାର ସହିତ ସଂସ୍ପର୍ଶରେ ଆସି ସର୍ଟସାର୍କିଟ