ବାରିପଦା ମ୍ୟୁନିସିପାଲଟି: ପାଲବଣୀ ବାଇପାସ ଓ ଦାରୋଗାଡାହି ଗୋଲେଇରୁ ମୁର୍ଗାବାଡି ମଧ୍ୟରେ ଓଭର ବ୍ରିଜ ନିର୍ମାଣ ନେଇ କେନ୍ଦ୍ରମନ୍ତ୍ରୀଙ୍କୁ ଦିଲ୍ଲୀରେ ଭେଟିଲେ ମନ୍ତ୍ରୀ
Baripada M, Mayurbhanj | Jul 30, 2025
ବାରିପଦା ସହରର ଜନସଂଖ୍ୟା ବୃଦ୍ଧି, ନୂଆ ବସଷ୍ଟାଣ୍ଡ ପ୍ରସ୍ତାବ ଓ ମୁଖ୍ୟ କାର୍ଯ୍ୟାଳୟ ସ୍ଥାନାନ୍ତରଣ ପରେ ଯାତାୟାତ ଭିଡ଼ ବଢ଼ିବା ଦୃଷ୍ଟିରେ ରଖି...