କଣ୍ଟାବାଞ୍ଜି: ତୁରେକେଲା ଥାନା ଅଞ୍ଚଳରେ ନବମ ଶ୍ରେଣୀ ଛାତ୍ରୀ ଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ତଦନ୍ତ ପାଇଁ ଘଟଣାସ୍ଥଳକୁ ପହଞ୍ଚିଛନ୍ତି ଉତ୍ତରାଞ୍ଚଳ ଆଇଜି
ନବମ ଶ୍ରେଣୀ ଛାତ୍ରୀ ଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ୬ ଜଣ ନାବାଳକକୁ ତୁରେକେଲା ପୋଲିସ ଗିରଫ କରିଥିବାବେଳେ ଘଟଣାର ଅଧିକ ତଦନ୍ତ ପାଇଁ ତୁରେକେଲା ଥାନା କୁ ପହଞ୍ଚିଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁଲାଲ ଓ ବଲାଙ୍ଗିର ଏସପି ଅଭିଳାଶ ଜୀ ।