ବାରିପଦା ମ୍ୟୁନିସିପାଲଟି: ବିଦ୍ୟୁତ ବିଲ ପୈଠ ଆଳରେ ୯୮ ହଜାର ଟଙ୍କା ସାଇବର ଠକେଇ ନେଇ ୱାଲିଗଞ୍ଜ ଅଞ୍ଚଳର ଯୁବକ ଭଞ୍ଜପୁର ଥାନାରେ କଲେ ଅଭିଯୋଗ
Baripada M, Mayurbhanj | Jul 23, 2025
ବିଦ୍ୟୁତ ବିଲ ପୈଠ କରିବା ଆଳରେ ୯୮,୦୦୦ଟଙ୍କା ସାଇବର ଠକେଇ ହୋଇଛି। ଏନେଇ ଠକେଇର ଶିକାର ୱାଲିଗଞ୍ଜ ଅଞ୍ଚଳର ଦୀପକ କୁମାର ମୁଣ୍ଡା ଭଞ୍ଜପୁର...