ଧର୍ମଗଡ: ବାଲେଶ୍ୱର ଫକିର ମୋହନ କଲେଜ ଛାତ୍ରୀ ଙ୍କୁ ନ୍ୟାୟ ପ୍ରଦାନ ଦାବିରେ ଧର୍ମଗଡ ଚାରିଛକ ଠାରେ କ୍ୟାଣ୍ଡେଲ ମାର୍ଚ୍ଚ
Dharamgarh, Kalahandi | Jul 15, 2025
ବାଲେଶ୍ୱର ଫକୀର ମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହୁତି ମାମଲା ରେ ଧର୍ମଗଡ ଆମ୍ବେଦକର ଛକ ନିକଟରେବ୍ଲକ ର ବିଭିନ୍ନ ସଙ୍ଘ ପକ୍ଷରୁ ମଙ୍ଗଳବାର...