ବୁର୍ଲା ରେ ମହୁମାଛି ଆତଙ୍କ l. ବୁର୍ଲା ବାଳକ ଉଚ୍ଚ ବିଦ୍ୟାଳୟ ପଛ ରାସ୍ତାରେ ଆଜି ଦିନ 2 ଟା ସମୟରେ ହଟାତ ମହୁମାଛି ମାନେ ରାସ୍ତାରେ ଯାଉଥିବା ଲୋକଙ୍କୁ ଆକ୍ରମଣ କରୁଥିଲେ l ତେବେ ଏହି ଖବର ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳ ବାସି ଆଉ ସେହି ରାସ୍ତାରେ ଯାଇନଥିଲେ l ତେବେ କିଛି ଲୋକଙ୍କୁ ମହୁମାଛି ଆକ୍ରମଣ କରିଥିବାରୁ ସେମାନେ ବୁର୍ଲା ଭୀମସାର ରେ ଚିକିତ୍ସିତ ହେଉଥିଲେ l