Public App Logo
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: BMC ଅଂଚଳରେ ଥିବା 102 ଜଳାଶୟର ପୁନଃରୁଦ୍ଧାର ପାଇଁ ପ୍ରମୁଖ ଯୋଜନା ପ୍ରସ୍ତୁତ ହୋଇଛି,ଆଜି ଏନେଇ ଏକ ବୈଠକ ବିଏମସି ଅଫିସରେ ଅନୁଷ୍ଠିତ ହୋଇଥିଲା - Bhubaneswar M Corp News