ଆନନ୍ଦପୁର: ହେଲାନି ଶିକ୍ଷକ ନିଯୁକ୍ତି, ବନ୍ଦ ହୋଇଗଲା ମଟରାଗଡ଼ିଆରେ ଥିବା ୩୪ବର୍ଷର ପୁରୁଣା ସ୍କୁଲ#jansamasya
Anandapur, Kendujhar | Jul 15, 2025
ଶିକ୍ଷକଙ୍କ ଅବସର ପରେ ନୂତନ ଶିକ୍ଷକ ନିଯୁକ୍ତି ନହେବାରୁ ବନ୍ଦ ହୋଇଗଲା ମଟରାଗଡ଼ିଆରେ ଥିବା ୩୪ବର୍ଷର ସ୍କୁଲ। ଫଳରେ ଗାଁ ର ଛାତ୍ର ଛାତ୍ରୀ ମାନେ...