ଗଂଜାମ ଜିଲ୍ଲା ଭଂଜନଗର ବନାଚଂଳ ଅଧିନରେ ଥିବା ପୁରୁଣାପାଣି ବଂଜର ମାଳ ଗାଁରେ ଦନ୍ତା ହାତୀ ଅ।ତଙ୍କ ଦେଖାଦେଇଛି । ଏଥିସହ ଦନ୍ତାହାତୀ ଅ।କ୍ରମଣରେ ଦୁଇଟି ଗାଇର ମୃତ୍ୟୁ ବରଣ ହୋଇଥିବାର ଖବର ମିଳିଥିବା ବେଳେ ଦୁଇଟି ଗାଇ ମଧ୍ୟ ଗୁରୁତ୍ଵ ହୋଇଥିବା ଜଣାପଡିଛି । ତେବେ ଏହି ଘଟଣା ଅ।ଜି ଦିନ 11 ଘଣ୍ଟ ସମୟରେ ଅ।ମର ହସ୍ତଗତ ହୋଇଥିବା ବେଳେ ଘଟଣାର ତଦନ୍ତ ଅ।ରମ୍ଵ କରିଛି ବନ ବିଭାଗ । ଘଟଣା ସାରା ଅଂଚଳରେ ଅଳୋଚନା ର ପ୍ରମୁଖ କାରଣ ହୋଇଛି ।