ମାଲକାନଗିରି: ସର୍ଟ ସର୍କିଟରେ ଚିତ୍ରାଙ୍ଗପଲି ଗ୍ରାମ ନିକଟସ୍ଥ ଦୈନିକ ହାଟରେ ଜଳିଗଲା ୨ଟି ଦୋକାନ ଗୃହ, ଲକ୍ଷାଧିକ ଟଂକାର ସାମଗ୍ରୀ ଜଳି ପୋଡ଼ି ପାଉଁଶ
Malkangiri, Malkangiri | Jul 15, 2025
ସର୍ଟ ସର୍କିଟରେ ଜଳିଗଲା ଦୋକାନ ଗୃହ। ଲକ୍ଷାଧିକ ଟଂକାର ସାମଗ୍ରୀ ଜଳି ପୋଡ଼ି ପାଉଁଶ। ତଥ୍ୟ ଅନୁଯାୟୀ ମାଲକାନଗିରି ଜିଲ୍ଲା କାଲିମେଳା ଥାନା...