ନିହାଲପ୍ରସାଦ: କାଶୀପୁର ପଞ୍ଚାୟତରେ କ୍ରିକେଟ ଟୁର୍ନାମେଣ୍ଟକୁ ଉଦଘାଟନ କଲେ ବିଧାୟକ ସୁଧୀର କୁମାର ସାମଲ |
ଗଁନ୍ଦିଆ ବ୍ଲକ କାଶୀପୁର ପଞ୍ଚାୟତ କ୍ରିକେଟ ଟୁର୍ନାମେଣ୍ଟକୁ ଉଦଘାଟନ କଲେ ବିଧାୟକ ସୁଧୀର କୁମାର ସାମଲ | କ୍ରୀଡା ଦ୍ୱାରା ଭାଇଚାରା ସୃଷ୍ଟି ହେବା ସହିତ ବିଭିନ୍ନ ଗ୍ରାମ ମଧ୍ୟରେ ସୁ ସମ୍ପର୍କ ସ୍ଥାପନ ହୋଇପାରୁଛି, ଓଡିଶାର ଏକମାତ୍ର କ୍ରିକେଟ ଷ୍ଟାଡିଅମ ବାରବାଟୀର ନବୀକରଣ କାର୍ଯ୍ୟକ୍ରମ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀଣ ଦ୍ୱାରା କରାଯିବ ବୋଲି କହିଛନ୍ତି ବିଧାୟକ ଶ୍ରୀଯୁକ୍ତ ସାମଲ |