କଟକ ପୌରାଞ୍ଚଳ: ହରିପୁରରେ ଦେଶୀମଦ ଭାଟି ନିକଟ ହୋଟେଲ ପାର୍ଶ୍ବରେ ଯୁବକ ପରିସ୍ରା କରିବାକୁ କେନ୍ଦ୍ରକରି ଗୁରୁବାର ରାତିରେ ଦୁଇଗୋଷ୍ଠୀ ମଧ୍ୟର ମୁହାଁ ମୁହିଁ।
Cuttack M Corp PS, Cuttack | Jun 12, 2025
ହରିପୁରରେ ଦେଶୀମଦ ଭାଟି ନିକଟସ୍ଥ ହୋଟେଲ ପାର୍ଶ୍ବରେ ଜଣେ ନିଶାସକ୍ତ ଯୁବକ ପରିସ୍ରା କରିବାକୁ କେନ୍ଦ୍ରକରି ଗୁରୁବାର ରାତି ୧୦ଟାରେ ଦୁଇଗୋଷ୍ଠୀ...