ଗଂଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକର ତୁଳସୀପଲ୍ଲି ଗ୍ରାମ ପରିଦର୍ଶନ କରିଛନ୍ତି ବ୍ଲକ ଉପାଧ୍ୟକ୍ଷ ନିଳାଚଂଳ ଖିଲାର । ସେ ପ୍ରଥମେ ଅ।ଜି ଦିନ 11 ଘଣ୍ଟ ସମୟରେ ଉକ୍ତ ଗ୍ରାମରେ ପହଁଚି ବିଭିନ୍ନ ନିର୍ମାଣଧିନ କାର୍ଯ୍ୟର ସମୀକ୍ଷା କରିବା ସହ ଗ୍ରାମରେ ଚାଲିଥିବା ନିର୍ମାଣଧିନ ସରକାରୀ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ଏଥିସହ ବିଦ୍ୟାଳୟ କିଭଳି ଭାବରେ ସଠିକ ଭାବରେ ନିର୍ମାଣ ହୋଇପାରିବ ସେ ନେଇ ଠିକାଦାରଙ୍କ ସହ ଅ।ଲୋକପାତ କରିଥିଲେ ବ୍ଲକ ଉପାଧ୍ୟକ୍ଷ ନିଳାଚଂଳ ଖିଲାର ।