ମାଲକାନଗିରି: ମାଲକାନଗିରି ଠାରୁ ଉମରକୋଟକୁ ଯାଉଥିବା ଏକ କାଠ ବୋଝେଇ ଟ୍ରକକୁ କାର୍ଯ୍ୟାଳୟ ନିକଟରେ ଅଟକ ରଖିଛି ବନ ବିଭାଗ
Malkangiri, Malkangiri | Jul 14, 2025
ମାଲକାନଗିରି ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ଉମରକୋଟ ପରିବହନ ହେବାକୁ ଥିବା ଏକ କାଠ ବୋଝେଇ ଟ୍ରକକୁ ଅଟକ ରଖିଛି। ଉକ୍ତ ଟ୍ରକରେ ନିଳଗିରି...