ଆଜି ଠାରୁ ଆରମ୍ବ ହେଲା ବୈପାରୀଗୁଡାର ନୂତନ ଦୌନିକ ବଜାର l ନୂତନ ଦୌନିକ ବଜାର ପିଣ୍ଢୀ ନିର୍ମାଣ ପରେ ଗତ କାଲି ବଜାର ପରିଚାଳନା ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଆଜି ବୁଧୁବାର ସକାଳ ଆଠଟା ସମୟରେ ବିଧିବଦ୍ଧ ଭାବେ ପରିବ ବ୍ୟବସାୟୀ ମାନେ ପୂଜା ଵିଧି ସାରି ବ୍ୟବସାୟ ଆରମ୍ବ କରିଛନ୍ତି l ପୂର୍ବରୁ ପରିବା ବେପାରୀ ରାଜରାସ୍ତରେ ବସୁଥିଲେ ବହୁ ଅସୁବିଧା ସମୁଖୀନ ହେଉଥିଲେ କିନ୍ତୁ ବର୍ତ୍ତମାନ ସେମାନଙ୍କୁ ପ୍ରଶାସନ ତରଫରୁ ଛାତ ମିଳିଛି ଆଉ ସମସ୍ତ ବ୍ୟବସାୟୀଙ୍କୁ ଏକାଠି ବସିବା ପାଇଁ ସୁଯୋଗ ମିଳିଛି ଏଣୁ ପ୍ରଶାସନ କୁ ଧନ୍ୟବାଦ ଜଣାଇଛନ୍ତି ବଜାର କମିଟି ସଭପତି