ଆଜି 21ତାରିଖ ଅପରାହ୍ନ 4ଟାରେ ଜୁନାଗଡ଼ ନିର୍ବାଚନ ମଣ୍ଡଳୀ ନାନ୍ଦୁଲ ମଣ୍ଡଳ ରେ ମଣ୍ଡଳ ସ୍ତରୀୟ ସଂଗଠନ ର ଆଲୋଚନା ବୈଠକଅନୁଷ୍ଠିତ ହେଇଥିଲା ଏହି ବୈଠକ ରେ ମଣ୍ଡଳ ର ସମସ୍ତ କାର୍ଯ୍ୟକର୍ତା ସମସ୍ତ ଭାଜପା ପ୍ରେମୀ କେମିତି ସଂଗଠନ ସହ ଯୋଡି ହୋଇ ରହି ବିଜେପି ପ୍ରତି ନିସ୍ଵାର୍ଥପର ଭାବରେ କାମ କରି ସଂଗଠନକୁ ମଜବୁତ କରିବା ପାଇଁ ବିସ୍ତୃତ ଆଲୋଚନା ସହ ଆଗାମୀ ପଂଚାୟତ ନିର୍ବାଚନ କୁ କେମିତି ବିଜେପି ସବୁ ଜାଗାରେ ସବୁ ପଦବୀ ରେ ବିଜୟୀ ହେବ ଶେ ବିଷୟରେ ମଧ୍ୟ୍ୟ ରେ ଗୁରୁ ମନ୍ତ୍ର ଦେଇଥିଲେ ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ମନୋଜ କୁମାର ମେହେର, ଉପସ୍ଥିତ