ସମ୍ବଲପୁର ଅବକାରୀ ବିଭାଗ ଦ୍ୱାରା ବ୍ରାଉନ ସୁଗର ଜବତ 2 ଗିରଫ l ଗିରଫ ଯୁବକ ଜଣକ ହେଲେ ଶେଖ ସାହାବାଜ ଓ ସତ୍ୟପ୍ରକାଶ ଦାସ l ମିଳିଥିବା ସୂଚନା ଅନୁସାରେ ଧନକଉଡ଼ା ଅଞ୍ଚଳରେ ବ୍ରାଉନ ସୁଗର କାରବାର ହେଉଥିବା ଖବର ପାଇ ଅବକାରୀ ବିଭାଗ 2 ଜଣ ଯୁବକଙ୍କୁ ଧରିଥିଲା ଲ ତାଙ୍କ ନିକଟରୁ 14 ଗ୍ରାମ ବ୍ରାଉନ ସୁଗର ଜବତ କରିବା ସହ, ଗୋଟିଏ ସ୍କୁଟି, ଗୋଟିଏ ଫନ ଓ 700 ଟଙ୍କା ଜବତ କରିଛି ଅବକାରୀ ବିଭାଗ l ଜବତ ବ୍ରାଉନ ସୁଗର ର ମୂଲ୍ୟ ପ୍ରାୟ 1 ଲକ୍ଷ 40 ହଜ଼ାର ଟଙ୍କା ହେବ ବୋଲି ଅବକାରୀ ବିଭାଗ ଆଜି ସନ୍ଧ୍ୟା 6 ଟା ସମୟରେ ସୂଚନା ଦେଇଛି l