ଜୁନାଗଡ: ଗୋଲାମୁଣ୍ଡା ବ୍ଲକ ର ଛଅଟି ଗ୍ରା.ପ ର ଅସହାୟ ବୃଦ୍ଧ ବୃଦ୍ଧା ଦିବ୍ୟାଙ୍ଗ ମାନଙ୍କୁ କମ୍ବଳ ବାଣ୍ଟିଲେ ବ୍ଲକ ଅଧକ୍ଷ
ଆଜି 25ତାରିଖ ମଙ୍ଗଳବାର ସକାଳ 11ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଛଅଟି ଗ୍ରା.ପ ର ଅସହାୟ ବୃଦ୍ଧ ବୃଦ୍ଧା ଦିବ୍ୟାଙ୍ଗ ମାନଙ୍କୁ କମ୍ବଳ ବାଣ୍ଟିଲ ବ୍ଲକ ଅଧକ୍ଷ ଏହି 6ଟି ପଞ୍ଚାୟତ ଗୋଲାମୁଣ୍ଡା ବ୍ଲକ ଅଧିନ ଲେତେର, ମହାଳିଙ୍ଗ, ବୋର୍ଡି, ନୂଆଗାଁ, ଉଚ୍ଚଳା ଓ ବଡ଼ଚେରଗାଁ ଗ୍ରା.ପ ର ବୃଦ୍ଧ ବୃଦ୍ଧା ଦିବ୍ୟାଙ୍ଗ ମାନଙ୍କୁ ଶୀତ ବସ୍ତ୍ର ତଥା କମ୍ବଳ ବଣ୍ଟନ କଲେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ତେବେ ଆଗାମୀ ଦିନରେ ସମସ୍ତ ପଞ୍ଚାୟତ ରେ ଏହି ଭଳି କାର୍ଯ୍ୟକ୍ରମ ଜାରି ରହିବା ସୂଚନା ମିଳିଛି