ଛେଣ୍ଡିପଦା: ବାଗଡ଼ିଆ ମାରୱାଡି ଧର୍ମଶାଳା ସମ୍ମୁଖରେ ଥିବା ହୋଟେଲ ଆବର୍ଜନା ପାଣି ନିଷ୍କାସନର ସ୍ଥାୟୀ ସମାଧାନ ଦାବି କଲେ ସ୍ଥାନୀୟ ବାସିନ୍ଦା
Chhendipada, Angul | Jul 20, 2025
ଅନୁଗୋଳ ଜିଲ୍ଲା ବାଗଡ଼ିଆ ମାରୁୱାଡି ଧର୍ମଶାଳା ନିକଟରେ ଥିବା ଏକ ମିଠା ଦୋକାନର ଆବର୍ଜନା ଓ ଦୁର୍ଗନ୍ଧ ପାଣି ନିଷ୍କାସନକୁ ନେଇ ଦୋକାନ ପଛରେ...