ରେଢାଖୋଲ: ସାତ ଦିନ ହେଲା ଭାଲିଆକଟା ପଞ୍ଚାୟତକୁ ଜଳ ଯୋଗାଣ ବନ୍ଦ , ଶେଷରେ ଚାନ୍ଦା କରି ମରାମତି କଲେ ଗାଁ ଲୋକେ
Rairakhol, Sambalpur | Jul 19, 2025
ରେଢ଼ାଖୋଲ ବ୍ଲକ ଅନ୍ତର୍ଗତ ଭାଲିଆକଟା ପଞ୍ଚାୟତ ରେ ଆଜକୁ ସାତ ଦିନ ହେବ ସାମାନ୍ୟ ତୃଟି ଯୋଗୁଁ ଜଳ ଯୋଗାଣ ବନ୍ଦ ପଡିଛି । ଶେଷରେ ଶନିବାର ସକାଳେ...