କୋଟପାଡ: କୋଟପାଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପଂଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ l
Kotpad, Koraput | Nov 24, 2025 କୋଟପାଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ପଂଚାୟତ ସ୍ତରୀୟ ଜନ ଶୁଣାଣି ଅନୁଷ୍ଠିତ l ଆଜି ପୂର୍ବାହ୍ନ ଆଗାର ଟା ଠାରୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି l କୋଟପାଡ଼ ବ୍ଲକ ଅନ୍ତର୍ଗତ ଚାନ୍ଦିଲି ପଂଚାୟତ ସଦର ମହକୁମା ଠାରେ ବିଡ଼ିଓ ମନୋଜ ନାୟକ ଙ୍କ ଉପସ୍ଥିତିରେ ସମସ୍ତ ଜନ ଶୁଣାଣି ଅନୁଷ୍ଠିତ ହୋଇଯାଇଛି l ବରିଗୁମ୍ମା ବ୍ଲକ ଅନ୍ତର୍ଗତ ଅଞ୍ଚଳl, କୁନ୍ଦୁରା ବ୍ଲକ ଅନ୍ତର୍ଗତ ବଣୁଆଗୁଡା ପଂଚାୟତ ଏବଂ ବୈପାରୀଗୁଡା ର କାଠପୋଡା ପଂଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି