ସ୍ଥାନୀୟ ତେନ୍ତୁଳିଖୁଣ୍ଟି ପିଏମଶ୍ରୀ ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଶକ୍ତି ସଂରକ୍ଷଣ କୁଇଜି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଷ୍ଟେଟ ଇକୋ କ୍ଲବ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତା ରେ ତେନ୍ତୁଳିଖୁଣ୍ଟି ପିଏମଶ୍ରୀ ବାପୁଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ,ଅଂଚଳଗୁମ୍ମା ପିଏମ ଶ୍ରୀ ବିଦ୍ୟାଳୟ, ଦିଗୀସଲପା ଶିଵ ପ୍ରସାଦ ହାଇସ୍କୁଲ, ଅମ୍ମଳା ଭଟ୍ଟା ଗୋବର୍ଦ୍ଧନ ହାଇସ୍କୁଲ, ପୂଜାରୀ ଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୧୦୭ ଜଣ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ।