ସମ୍ବଲପୁର ମ୍ୟୁନିସିପାଲଟି: ହୀରାକୁଦ ଏଥଲେଟିକ୍ ଆସୋସିଏସନ୍ ପକ୍ଷରୁ ହୀରାକୁଦ ସୁବାଷ ମଇଦାନରେ ଅଲ୍ ଓଡ଼ିଶା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ
ହୀରାକୁଦ ଏଥଲେଟିକ୍ ଆସୋସିଏସନ୍ ପକ୍ଷରୁ ଆଜି ଅପରାହ୍ନ ପ୍ରାୟ 4.30 ସମୟରେ ହୀରାକୁଦ ସୁବାଷ ମଇଦାନରେ ଅଲ୍ ଓଡ଼ିଶା ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ ହୋଇଯାଇଅଛି । ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୮ଟି ଦଳ ଅଂଶଗ୍ରହଣ କରିଥିଲେ । ଆଜି ଉଦ୍ଘାଟନି ଦିବସରେ କନ୍ଧମାଳ ଓ ରାଉରକେଲା ଦଳ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଏହି ମ୍ୟାଚରେ କନ୍ଧମାଳ ଦଳ ୧-୦ ଗୋଲ୍ ବ୍ୟବଧାନରେ ରାଉରକେଲା ଦଳକୁ ପରାସ୍ତ କରିଥିଲା । କନ୍ଧମାଳ ଦଳର ରାହୁଲ୍ ଓରାମ୍ ଏହି ଗୋଲ୍ ସ୍କୋର କରିଥିଲେ । ଆଜିର ଉଦଘାଟନୀ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଯୁବ ନେତ୍ରୀ ଶୁଭଶ୍ରୀ ମିଶ୍ର ଯୋଗଦାନ କରି ଖେଳାଳିଙ୍କୁ ଉତ୍ସାହ