ଟାଟା ସାଧୁଛି ଦାଉ. ମନମାନି ଲାଗି ନୟାନ୍ତ କର୍କଟ ପୀଡିତ. 33 କେଭି ଲାଗି ହଠାହଟା କେଂସର ପୀଡିତା. ଅଭିଯୋଗ ପରେ ଭି ହେଉନାହିଁ ସମସ୍ୟା ର ସମାଧାନ l ଆଜି ଅପରାହ୍ନ 1 ଜୟପୁର ଟାଟା ପାୱାର ନିର୍ବାହୀ ଯନ୍ତ୍ରୀ ଙ୍କ ଅଫିସ ଆଗରେ ପ୍ରତିବାଦ ସହ ଆତ୍ମହତ୍ୟା କରିବାକୁ ଦେଉଛନ୍ତି ଚେତାବନି ତାର ଘୁଞ୍ଚାଅ ଅଥବା ଆତ୍ମହତ୍ୟା.ପୂର୍ବରୁ ସେ ମୁଖ୍ୟମନ୍ତ୍ରୀ ଙ୍କୁ ଭି କରିଥିଲେ ଅଭିଯୋଗ ନିର୍ଦେଶ ପରେ ଭି ସମସ୍ୟା ସାମାଧାନ ହୋଇ ଯିବାର ମିଛ କହି ଟାଟା ଖସି ଯାଉଥିବାର କହିଛନ୍ତି ପୀଡିତା ସଂଯୁକ୍ତା ସାହୁ l