ନିମାପଡା: ବଳଙ୍ଗା ଠାରେ ଭାର୍ଗବୀ ସେତୁ ଉପରୁ ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ସ୍ଥାନୀୟ ଯୁବକଙ୍କ ଦ୍ଵାରା ନଦୀରୁ ଉଦ୍ଧାର
Nimapada, Puri | Jul 30, 2025
ଆଜି ପୂର୍ବାହ୍ନ ୧୧ ଟାରେ ନିମାପଡା ବ୍ଲକ୍ ଅନ୍ତର୍ଗତ ବଳଙ୍ଗା ଠାରେ ଭାର୍ଗବୀ ସେତୁ ଉପରୁ ଜଣେ ମହିଳା ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ...