ତେଲକୋଇ: ତେଲକୋଇ ପୋଲିସ୍ କନେଷ୍ଟବଳ ଛତ୍ରଛାୟା ତଳେ ହେଉଥିଲା ଗୋଚାଲାଣ ।ଅଭିନବ ଉପାୟରେ କରୁଥିଲେ ଗୋଚାଲାଣ ,ଧରାପଡ଼ିଲା ସ୍ପେଶାଲ ସ୍କ୍ୱାର୍ଡ ହାତରେ
ତେଲକୋଇ ପୋଲିସ୍ କନେଷ୍ଟବଳ ଛତ୍ରଛାୟା ତଳେ ହେଉଥିଲା ଗୋଚାଲାଣ ।ଅଭିନବ ଉପାୟରେ କରୁଥିଲେ ଗୋଚାଲାଣ ,ଖୁଦ ତେଲକୋଇ ଥାନା ପୋଲିସ କନେଷ୍ଟ ବଳର ଛତ୍ର ଛାୟା ତଳେ ହେଉଥିଲା ଗୋଚାଲାଣ । ଏସପିଙ୍କ ସ୍ପେସାଲ ସ୍କ୍ୱାର୍ଡ଼ ତେଲକୋଇ ପୋଲିସ୍ ଗୋରୁ ଚାଲାଣ ରେ ସଂପୃକ୍ତ ଥିବା କନେଷ୍ଟବଳ କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ କନେଷ୍ଟବଳ ହେଲେ ଗୈ।ରହରି ପାତ୍ର। ସୂଚନା ଅନୁଯାୟୀ ୨୬ ତାରିଖ ରାତିରେ ସ୍ପେଶାଲ ସ୍କ୍ୱାର୍ଡ ଅପରେସନ ରେ ତେଲକୋଇ -କାଞ୍ଜିପାଣି ଓରିଆ ପିଟାନାଳୀ ରାସ୍ତା ଅଞ୍ଚଳରେ ପ୍ପେସାଲ ସ୍କ୍ବାର୍ଡ ହାତରେ ଧରା ପଡ଼ିଥିଲା କନେଷ୍ଟବଳ ଗୋ ମାଫିଆ ।ତିନୋଟି ବୁଲେରୁ ଗୋରୁ