ମଙ୍ଗଳବାର ଦିନ ପୂର୍ବାହ୍ନ 11 ଟା ରେ ଅନୁସୂଚିତ ଜାତି ର ୧୮ ବର୍ଷ ରୁ ଉର୍ଦ୍ଧ ଯୁବକ ଯୁବତୀ , ମହିଳା , ପୁରୁଷ ମାନ ଙ୍କୁ ନେଇ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ୬ ଟି ବିଭିନ୍ନ କମ୍ପାନୀ ର ଅଧିକାରୀ ମାନେ ଯୋଗ ଦେଇ ଥିଲେ । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ମଙ୍ଗଳ ଅଧିକାରୀ ଦିଲ୍ଲୀପ କୁମାର ମିଶ୍ର , ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ଭାବରେ ଜିଲ୍ଲା ଦକ୍ଷତା ବିକାଶ ଅଧିକାରୀ ଦେବାଶିସ ସାହୁ , ଛ