ଓରିଏଣ୍ଟ: ଗାନ୍ଧିଛକ ଫାଣ୍ଡି ଖଲିଆକାନିରୁ ମୋବାଇଲ ଓ ୧୦ ହଜାର ଟଙ୍କା ଚୋରି ଅଭିଯୋଗରେ ଜଣେ ଅଭିଯୁକ୍ତ ଗିରଫ ସହ କୋର୍ଟ ଚାଲାଣ
Orient, Jharsuguda | Jul 25, 2025
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଥାନା ଗାନ୍ଧୀଛକ ଫାଣ୍ଡି ଅନ୍ତର୍ଗତ ଖଲିଆକାନି ଗ୍ରାମ ର ଜଣକ ଘରୁ ଟଙ୍କା ଓ ମୋବାଇଲ ଚୋରି ଅଭିଯୋଗରେ ଆଜି...