ସୁକିନ୍ଦା: କଳିଙ୍ଗନଗର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କ ସହିତ ଲଭ୍ ସେକ୍ସ୍ ଧୋକ୍କା
କଳିଙ୍ଗନଗର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ଢେ଼ଙ୍କାନାଳ ଅଞ୍ଚଳର ଜଣେ ଯୁବକ ଭଲ ପାଇ ଶାରୀରିକ ସମ୍ପର୍କ ରଖି ପରେ ଧୋକ୍କା ଦେଇଥିଲେ । ଏନେଇ ଯୁବତୀ ଜଣକ କଳିଙ୍ଗନଗର ଥାନା ଦ୍ଵାରସ୍ଥ ହୋଇ ଲିଖିତ ଅଭିଯୋଗ କରିବା ପରେ କଳିଙ୍ଗନଗର ପୋଲିସ ଲିଖିତ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜ୍ଜୁ କରି ସମ୍ପୃକ୍ତ ଯୁବକଙ୍କୁ ଥାନାରେ ଅଟକ ରଖି ଯୁବତୀଙ୍କୁ ସୁକିନ୍ଦା ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଡାକ୍ତରୀ ମାଇନା କରାଇଥିବା ସୋମବାର ରାତି 10 ଘଟିକା ସମୟରେ ଦେଖିବାକୁ ମିଳିଛି ।