ଜୁନାଗଡ: ଆସନ୍ତାକାଲି ଗୋଲାମୁଣ୍ଡା ଓ କେଗାଁ ଅଞ୍ଚଳରେ ସକାଳ 9ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ବିଦୂତ ସରବାହ ବନ୍ଦ ନେଇ ବିଦୂତ ବିଭାଗ ର ସୂଚନା
ଆସନ୍ତା କାଲି ଗୋଲାମୁଣ୍ଡା ଓ କେଗାଁ ଅଞ୍ଚଳରେ ସକାଳ 9ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ବିଦୂତ ସରବାହ ବନ୍ଦ ନେଇ ଗୋଲାମୁଣ୍ଡା ବିଦୂତ ବିଭାଗ ରସୂଚନା ଆଜି 21ତାରିଖ ସକାଳ 9 ଟାରେ ଗୋଲାମୁଣ୍ଡା ବିଦୂତ ବିଭାଗ ର ଏକ ସୂଚନା ଜାରି କରାଯାଇଛି ଯେ ଆସନ୍ତା କାଲି କେଗାଁ ସବ୍ ଷ୍ଟେସନ୍ ର ୪ ଗୋଟି ଫିଡ଼ର୍ ଯଥା କେଗାଁ, ଲାଞ୍ଜି, ବଡଚେର୍ ଗ।, ଏବଂ CRPF ଓ ଗୋଲାମୁଣ୍ଡା ସବ୍ ଷ୍ଟେସନ୍ ର ୪ ଗୋଟି ଫିଡ଼ର୍ ଯଥା ଗୋଲାମୁଣ୍ଡା, ତୁମରା, ଖଳିଆକାନି ଏବଂ ଚପ୍ରିଆ ର ବିଦ୍ୟୁତ୍ ସରବରାହ ସକାଳ 9 ଟା ରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ବିଦୂତ ସରବାହ ସପୂର୍ଣ ବନ୍ଦ ରହିବା ନେଇ ସୂଚନା ଜାରି ହୋଇଛି