ଧର୍ମଗଡ: ଭାଲୁଚୁଆଁ ଗାଁ ରେ ଅବକାରୀ ବିଭାଗର ଚଢ଼ାଓ ବେଆଇନ ମଦ ଜବତ , ମଦ ବେପାରୀ କୋର୍ଟ ଚାଲାଣ
କୋକସରା ଥାନା ଧଅଁରପୁର ପଞ୍ଚାୟତ ଭାଲୁଚୁଆଁ ଗାଁ ସ୍ଥିତ ବେଆଇନ ବିଦେଶୀ ମଦ କୋଠି ରେ ଅବକାରୀ ବିଭାଗ ର ଚଢ଼ାଓ କରାଯାଇ ମଦ ବେପାରୀ ଗିରଫକୁ ଗିରଫ କରି କୋର୍ଟ ଚାଲାଣ। ଗିରଫ ମଦ ବେପାରୀ ହେଲେ ଭାଲୁଚୁଆଁ ଗାଁ ର ପଙ୍କଜ ଜୁଏଡ଼।