ଅନୁଗୋଳ: ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୨୦ ବର୍ଷ ଦଣ୍ଡାଦେଶ ଶୁଣାଇଲେ ଅନୁଗୋଳର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ
Anugul, Angul | Aug 31, 2024
ଅନୁଗୁଳ ସଦର ଥାନା ଅଞ୍ଚଳର ଜଣେ ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ନେଇ ଶନିବାର ଅପରାହ୍ନରେ ଦଣ୍ଡାଦେସ ଶୁଣାଇଛନ୍ତି l...