ଗଂଜାମ ଜଗନ୍ନାଥପ୍ରସାଦ ବ୍ଲକ କୋକଳବା ପଞ୍ଚାୟତ ହାତୀଗୁଡା ଏକ ଦୁର୍ଗମ ଗାଁ କୁ ବିକାଶ ଅପହଞ୍ଚ, ଭିଟା ମାଟି ଛାଡିଲେଣି ଅନେକ ପରିବାର ଏଭଳି ଏକ ଖବର ପବ୍ଲିକ ଆପରେ ୨୧ ତାରିଖ ରେ ବାଜିବା ପରେ ଘଟଣାକୁ ଗୁରୁତର ସହ ନେଇଛି ଜିଲା ପ୍ରଶାସନ । ଜିଲା ପ୍ରଶାସନ ଙ୍କ ନିର୍ଧେସ କ୍ରମେ ବ୍ଲକ ପ୍ରଶାସନ ପକ୍ଷରୁ ଏକ ଟିମ ଦୁର୍ଗମ ହାତିଗଡା ରେ ୨୨ ତାରିଖ ଦିନ ପଂହଁଚି ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରି ଫେରିଛନ୍ତି । ପ୍ରକୃତରେ ଗାଁ ରେ ଅନେକ ସମସ୍ୟା ରହିଥିବା ନିଜେ ବ୍ଲକ ଅଧିକାରୀ ମନ୍ମଥ କୁମାର ମଲ୍ଲିକ ଓ ଟିମ ପଂହଁଚିଛନ୍ତି