ବୁଧବାର ଦିନ ସକାଳ 9 ଟା ରେ ଠାକୁର ଗଡ଼ ପୋଲିସ ଉକ୍ତ ଛାତ୍ରୀ କୁ ସାଲେପୁର ଅଞ୍ଚଳ ରୁ ଉଦ୍ଧାର କରିଛି l ଏହି ଅପହରଣ ରେ ସମ୍ପୂକ୍ତ ଥିବା ଠାକୁର ଗଡ଼ ଥାନା ଝିଲ୍ଲୀ ମୁଣ୍ଡା ଗ୍ରାମ ର ଦଣ୍ଡ ଧର ବେହେରା ଙ୍କୁ ଗିରଫ କରା ଯାଇଛି l ଏ ନେଇ ନମ୍ବର 306/ 25 ରେ ଏକ ମାମଲା ରୁଜୁ କରା ଯାଇଛି l ପୋଲିସ କହିଛି ଜେ ଉକ୍ତ ଛାତ୍ରୀ ପାଠ ପଢି ଘର କୁ ଆସୁଥିବା ବେଳେ ଦଣ୍ଡ ଧର ତାଙ୍କୁ ଅପହରଣ କରି ନେଇ ଥିଲେ l ଏ ନେଇ ଉକ୍ତ ଛାତ୍ରୀ ଙ୍କ ପରିବାର ପକ୍ଷରୁ