ଖଲ୍ଲିକୋଟ୍: ହମସଫର ଯାତ୍ରୀବାହୀ ଟ୍ରେନ ବି-୧୮ ବଗି ଗ୍ୟାସ ପାଇପରେ ଲାଗିଲା ନିଆଁ; ରମ୍ଭା ଷ୍ଟେସନ ରେ ୩ ଘଣ୍ଟା ଅଟକିଲା ଟ୍ରେନ
Khalikote, Ganjam | Jul 16, 2025
ଖଲ୍ଲିକୋଟ ବ୍ଲକ ସାବୁଳିଆ ରମ୍ଭା ରେଲୱେ ଷ୍ଟେସନରେ ଚଳନ୍ତା ହମସଫର ସୁପରଫାଷ୍ଟ ଯାତ୍ରୀବାହୀ ଟ୍ରେନ ବି-୧୮ ବଗିରେ ନିଆଁ ଲାଗିଯାଇଥିବା ଦେଖିବାକୁ...