ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ ବରଗାଁ ହାଇସ୍କୁଲ ପରିଦର୍ଶନ କରିଥିଲେ lସ୍କୁଲ ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ ବଣ୍ଟନ କଲେ। ପିଲାମାନଙ୍କ ସହ ଆଲୋଚନାରେ ସେମାନଙ୍କ ପାଠପଢ଼ା, ସୁବିଧା ଓ ବାଧା ବିଷୟରେ ଅବଗତ ହେଲେ। ଯେଉଁ ସ୍କୁଲରେ ବେଞ୍ଚ, ପାଠପଢ଼ା ଉପକରଣ ଭଳି ଆବଶ୍ୟକ ସାଧନର ଅଭାବ ଥିଲା, ସେମାନଙ୍କ ପାଇଁ ତୁରନ୍ତ ବ୍ୟବସ୍ଥା କରିବାକୁ ବିଡିଓଙ୍କୁ ନିର୍ଦ୍ଦେଶ ଦେଇଥିଲେ l