ଜୟପୁର: ଅଗଷ୍ଟ ୧୫ରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ନେଇ ଜୟପୁର ପୌର ସଭାଗୃହରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ, ଉପ ଜିଲ୍ଲାପାଳ ଦେଲେ ସୂଚନା
Jeypore, Koraput | Jul 30, 2025
ଅଗଷ୍ଟ ୧୫ ରେ ଉପଖଣ୍ଡ ସ୍ତରୀୟ ସ୍ୱାଧିନତା ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ ଆଜି ଦିନ ୧୧ ଟାରେ ଆରମ୍ଭ ହୋଇ ଅପରାହ୍ନ ୨ ଟାରେ ଶେଷ ହୋଇଛି...