ଗଂଜାମ ଜିଲ୍ଲା ଦିଗପହଣ୍ଡି କାଳୁଅ। ମନ୍ଦିର ଠାରେ ଅ।ଜି ବିଜେଡିର ଏକ ମେଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମେଳି କାର୍ଯ୍ୟକ୍ରମ ଅ।ଜି ଦିନ 10 ଘଣ୍ଟ ସମୟରେ ଅନୁଷ୍ଠିତ ହୋଇଯାଇଥିବାର ଖବର ମିଳିଥିବା ବେଳେ ବରିଷ୍ଠ ବିଜେଡି ନେତା ବିପଦଲବ ପାତ୍ର ଯୋଗ ଦେଇ ବିଜେଡିର ସାଙ୍ଗଠନିକ ଉପରେ ଅ।ଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀର ବହୁ ବିଜେଡି ନେତା ଯୋଗ ଦେଇଥିଲେ ।