ଅଜଣା ରୋଗରେ ଶିକାର ଶିଶୁ କୁ ଉଦ୍ଧାର କଲା ମେଡିକାଲ ଟିମ l କୁନ୍ଦୁରା ବ୍ଲକ ଅନ୍ତର୍ଗତ ହେରୁଗୁଡାରୁ 14 ବର୍ଷୀୟ ଶିଶୁ ସଦେବ ନାୟକଙ୍କୁ ଆଜି ମଧ୍ୟାହ୍ନ ବରଟା ସମୟରେ ଉଦ୍ଧାର କରି ଜୟପୁର ସ୍ଥିତ ଜିଲ୍ଲା ଚିକିତ୍ସଳୟକୁ ସ୍ଥାନାନ୍ତରିତ କରାଯାଇଛି କୁନ୍ଦୁରା ମେଡିକାଲ ଟିମ l ସୂଚନା ଅନୁଯାଇ, ହେରୁଗୁଡା ଗାଁ ର ଦଶରଥ ନାୟକଙ୍କ ପୁଅ ଅଜଣା ରୋଗରେ ପୀଡିତ ଥିଲେ l ହେଲେ ସଚେତନର ଅଭବ ଯୋଗୁଁ ରୋଗୀଙ୍କୁ ମେଡିକାଲ ବଦଳରେ ଗୁଣିଆ ଦିଶାରୀ କୁ ଭରୋସା କରିଥିଲେ l ହେଲେ ବର୍ତମାନ ଶିଶୁ ର ସ୍ୱାସ୍ଥ୍ୟ ଅବସ୍ଥା ଅତି ସଂକୋଟପୂର୍ଣ୍ଣ ଥିବାରୁ ଖବର ପାଇ କୁନ୍ଦୁରା ମେଡିକାଲ ଟିମ ଉଦ୍ଧାର କରିଛି