ଜଳେଶ୍ବର: ବାଇକ ଡିକି ଭାଙ୍ଗି 99 ହଜାର ଟଙ୍କା ଲୁଟି ନେଲେ ଦୁର୍ବୁର୍ତ୍ତ,ଚୋରିକରୁଥିବାର ସିସିଟିଭି ଭିଡିଓ ଆଜିଭିଡିଓ ଭାଇରଲ,ଜଳେଶ୍ୱର ନୂଆବଜ଼ାର ନିକଟରେ
ବାଇକ ଡିକି ଭାଙ୍ଗି 99 ହଜାର ଟଙ୍କା ଲୁଟି ନେଲେ ଦୁର୍ବୁର୍ତ୍ତ, ଯାହାର ଚୋରି କରୁଥିବାର ସିସିଟିଭି ଭିଡିଓ ଆଜି ଭାଇରଲ ଜଳେଶ୍ବର ନୂଆବଜାର ସ୍ଥିତ ୟୁନିୟନ ବ୍ଯାଙ୍କ ରୁ ଟଙ୍କା ଉଠାଇ ଗାଡି ଡିକି ରେ ରଖି ଦୋକାନ କୁ ଔଷଧ କିଣିବା ପାଂଇ ଯାଇଥିବା ବେଳେ ହୋଇଛି ଲୁଟ ହୋଇଛି l ପଶ୍ଚିମବଙ୍ଗ ମେଦିନିପୁର ଅଞ୍ଚଳ ର ଶୁଭେନ୍ଦୁ ଦାସ ଜଳେଶ୍ବର ଥାନା ଅନ୍ତର୍ଗତ ନୂଆବଜାର ସ୍ଥିତ ମୂରଲୀ କଲ୍ଯାଣ ମଣ୍ତପ ରେ ନିକଟରେ ଥିବା ୟୂନିୟନ ବ୍ଯାଙ୍କ ଶାଖା ରୁ 99 ହଜାର ଟଙ୍କା ଉଠାଇ ଗାଡି ତିକି ରେ ରଖି ନିକଟରେ ଥିବା ଏକ ଔଷଧ ଦୋକନକୁ ଔଷଧ