ଅନୁଗୋଳ: ଜାତୀୟ ରାଜପଥରେ ଦୁର୍ଘଟଣା ଓ ଧୂଳି ଉଡିବା ନେଇ ପୂର୍ବତନ ସାଂସଦ ମହେଶ ସାହୁଙ୍କ ପ୍ରତିକ୍ରିୟା
Anugul, Angul | Aug 27, 2024 ଅନୁଗୋଳ ଜିଲ୍ଲା ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥରେ ଦୁର୍ଘଟଣା ଓ ଧୂଳି ଉଡିବା ନେଇ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି l ଏନେଇ ପୂର୍ବତନ ସାଂସଦ ମହେଶ ସାହୁ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି l