ଜୁନାଗଡ: ଶସ୍ୟ ବିମା ପାଇଁ କ୍ରପ୍ କଟିଙ୍ଗ ରେ ମହା ଘୋଟାଲା ଅଭିଯୋଗ ଆସିଲା ମହାଳିଙ୍ଗ ଅଞ୍ଚଳରୁ
ଶସ୍ୟ ବିମା ପାଇଁ କ୍ରପ୍ କଟିଙ୍ଗ ରେ ମହା ଘୋଟାଲା ଅଭିଯୋଗ ଆସିଲା ମହାଳିଙ୍ଗ ଅଞ୍ଚଳରୁ ଆଜି 15ତାରିଖ ଶନିବାର ସକାଳ 11ଟାରୁ ଅପରାହ୍ନ 5ଟା ପର୍ଯ୍ୟନ୍ତ ଗୋଲାମୁଣ୍ଡା ରେ ଫସଲ ବିମlର କ୍ରପ କଟିଙ୍ଗ ରିପୋଟ ରେ ଘୋଟଲା ଅଭିଯୋଗ ଆଣିଛନ୍ତି ମହାଳିଙ୍ଗ ଅଞ୍ଚଳ ର ଚାଷୀ ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ ସରକାର ଫସଳ ବିମା ପାଇଁ କ୍ରପ୍ କଟିଙ୍ଗ କରି ଧାନ ର କ୍ଷୟକ୍ଷତି ଆକଳନ କରି ଚାଷୀ ଙ୍କୁ ଫସଳ ବିମା ରେ ବିମା ପ୍ରଦାନ କରନ୍ତି ।ବିମା କମ୍ପାନୀ ଓ ସ୍ଥାନୀୟ କୃଷି ବିଭାଗ ସହିତ ଆର୍ ଇ ଙ୍କ ଉପସ୍ଥିତି ରେ ଆଗରୁ ନିର୍ଦ୍ଧାରିତ ସ୍ଥାନ ଚିହ୍ନଟ କରି କ୍ରପ୍ କଟିଙ୍ଗ କରାଯାଏ ।