ସୁକିନ୍ଦା: ଗୋ ସେବକଙ୍କ ଦ୍ଵାରା ନାକଦେଇ ଗ୍ରାମ ପାଖ ରାସ୍ତାରୁ ଏକ ଶହରୁ ଉର୍ଦ୍ଧ ଗୋ ମାତା ଉଦ୍ଧାର
ଗୋ ଟସ୍କର ମାନେ ବେଆଇନ ଭାବେ ଏକସହରୁ ଉର୍ଦ୍ଧ ଗୋ ମାତାଙ୍କୁ ଚଲାଇ ଚଲାଇ ଚୋରା ଚାଲାଣ କରୁଥିବା ଗୋ ସେବକ ଦେଖି ତାଙ୍କୁ ବିରୋଧ କରିବା ସହିତ ସମସ୍ତ ଗୋ ମାତାଙ୍କୁ ଉଦ୍ଧାର କରି ସୁରକ୍ଷିତ ଭାବେ ସୁକିନ୍ଦା ଗୋ ଶାଳାକୁ ନେଇ ଆସିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ପୋଲିସ ସହାୟତାରେ ଗୋ ସେବକଙ୍କ ସହଯୋଗରେ ସମସ୍ତ ଗୋ ମାତାଙ୍କୁ ଚାଷୀ ମାନଙ୍କୁ ବିନା ମୂଲ୍ୟରେ ଜିମା ଦିଆଯିବ ପୋଲିସ ପକ୍ଷରୁ ସୂଚନା ମିଳିଛି ।