ଜିଲ୍ଲା ସ୍ତରୀୟ ପିଏମ ଶ୍ରୀ ଉତ୍ସବ ପାଳନ ଅବସରରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ କୋରାପୁଟରେ ଆଜି ଦିନ ୩ଘଣ୍ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ପଟାଙ୍ଗି ବିଧାୟକ ତଥା ରାଜ୍ୟ କଂଗ୍ରେସ ଦଳ ନେତା ରାମଚନ୍ଦ୍ର କାଡାମ। ବିଦ୍ୟାଳୟ ରୁପାନ୍ତିକରଣ କରିବା ସହ ଆବଶ୍ୟକୀୟ ଶିକ୍ଷକ ଯୋଗାଇଦେବାକୁ ଦାବି କରିଛନ୍ତି ବିଧାୟକ।