ବିନିକା ଥାନା ଅନ୍ତର୍ଗତ ସିଂଘି ଯୁବା ପଂଚାୟତ କାର୍ଯ୍ୟାଳୟ ପରିସରରେ ଆଜି ଦିନ ପ୍ରାୟ 1ଟା 30ମିନିଟ ପର୍ଯ୍ୟନ୍ତ ଜିଲ୍ଲାପାଳ ଏବଂ ଏସପିଙ୍କ ମିଲଟ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି l ଶିବିରକୁ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଯୋଗଦେଇ ଜନସାଧାରଣଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ l ଶିବିରରେ ବିଭିନ୍ନ ସମସ୍ୟା ନିହିତ 97 ଟି ଅଭିଯୋଗ ଦରଖାସ୍ତ ଗ୍ରହଣ କରାଯାଇଥିଲା l ସେଥି ମଧ୍ୟରୁ 83ଟି ବ୍ୟକ୍ତିଗତ, 14ଟି ସାମୁହିକ ଅଭିଯୋଗ ହୋଇଥିବା ବେଲେ ଗୋଟିଏ ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା l ଅବଶିଷ୍ଠ ଅଭିଯୋଗ ଗୁଡିକର ତଦନ୍ତ କରି ସମାଧାନ କରିବା ବିଭାଗୀୟ ଅଧିକରି ମାନଙ୍କୁ ଜ