ଜୟପୁର: ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟର ଏନଏସଏସ ଛାତ୍ର ଛାତ୍ରୀ ନିଶାମୁକ୍ତ ଭାରତ ଅଭିଯାନ ନେଇ ଏକ ସେଚେତନତା ଶୋଭାଯାତ୍ରା ନେଇ ଛାତ୍ର ଦେଲେ ସୂଚନା
ଜୟପୁର ସ୍ଥିତ ବିକ୍ରମ ଦେବ ବିଶ୍ୱ ବିଦ୍ୟାଳୟର ଏନଏସଏସ ଛାତ୍ର ଛାତ୍ରୀ ନିଶାମୁକ୍ତ ଭାରତ ଅଭିଯାନ ନେଇ ଏକ ସେଚେତନତା ଶୋଭାଯାତ୍ରା । ଛାତ୍ର ଛାତ୍ରୀ ମାନେ ସଚେତନତା ପ୍ଲା କାର୍ଡ ଧରି ଲୋକ ମାନଙ୍କୁ ସଚେତନ କରିଥିଲେ । ସ୍ନାତ୍ତକୋତର ପରିଷଦ ଅଧ୍ୟକ୍ଷ ଡାକ୍ତର ପ୍ରଶାନ୍ତ ପାତ୍ର ଏନଏସଏସର ସଦସ୍ୟ ମାନଙ୍କୁ ସଚେତନର ବାତ୍ତା ଦେଇଥିଲେ । କାଯ୍ୟକ୍ରମକୁ ଏନଏସଏସ ପ୍ରୋଗ୍ରାମ ଅଫିସର ଲୋକେଶ ପ୍ରଧାନ ଓ ସୁକାନ୍ତି ସଏ କାଯ୍ୟକ୍ରମ ପରିଚାଳନା କରିଥିଲେ ।