ଉଲୁଣ୍ଡା ଥାନା ଅନ୍ତର୍ଗତ ଲସ୍ତଲା ପଞ୍ଚାୟତ ସଭା ଗୃହରେ ଆଜି ସ୍ଵତନ୍ତ୍ର ଗ୍ରାମ ସଭା ବୈଠକ ଆଜି ମଧ୍ୟାହ୍ନ ପ୍ରାୟ 12ଟ ସମୟରେ ଅନୁଷ୍ଠିତ ହୋଇଯାଇଛି l ନାଏବ ସରପଞ୍ଚ ଶ୍ରୀମତୀ ବାରକୁଟିଆ ଙ୍କ ସଭାପତିତ୍ବରେ ଆୟୋଜିତ ବୈଠକ କୁ ବିଡ଼ିଓ ଚିନ୍ମୟ ମହାନନ୍ଦ ଅତିଥି ଭାବରେ ଯୋଗଦେଇ ବର୍ତ୍ତମାନ ଆସିଥିବା ନୂଆ ଆଇନ ଯଥା ମନରେଗା ପରିବର୍ତ୍ତେ ଭିବି ଜି ରାମ ଜି ହୋଇଥିବା ନେଇ ସଚେତନ କରିଥିଲେ l ଏହି ନୂଆ ଆଇନ ଆସିବା ଦ୍ୱାରା ଗ୍ରାମୀଣ ପରିବାର କୁ ବର୍ଷକୁ 125 ଦିନର କାମ ଯୋଗାଇ ଦିଆଯିବ ବୋଲି ପ୍ରକାଶ କରିଥିଲେ l ବୈଠକରେ ବୈଠକରେ ପିଇଓ ଦିଗବିଜୟ ପଧାନ ବୈଠକର ଉଦ୍ଦେଶ୍ୟ ଉପରେ ବୁଝାଇବା