ଛେଣ୍ଡିପଦା: ଛେଣ୍ଡିପଦା ଥାନା ଛକରେ ସାପ କାମୁଡ଼ାରେ ବ୍ୟାଟେରୀ ଦୋକାନୀଙ୍କ ମୃତ୍ୟୁ ସନ୍ଦେହ ନେଇ ଥାନାରେ ଅଭିଯୋଗ l
Chhendipada, Angul | Jul 13, 2025
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଛକ ନିକଟରେ ସାପକାମୁଡ଼ାରେ ବ୍ୟାଟେରୀ ଦୋକାନୀଙ୍କ ମୃତ୍ୟୁ ହୋଇଥିବା ସନ୍ଦେହରେ ରବିବାର ସକାଳ ୭ ଘଟିକା ସମୟରେ...