ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ରାହଁ।ଗୋରଡ଼ା ପଂଚାୟତରେ ଜାତୀୟ ପତାକା କୁ ଅସନମାନ ଓଲଟା ଓଡ଼ିଲା ଜାତୀୟ ପତାକା।ରାହଁ।ଗୋରଡ଼ା ପଂଚାୟତର କପିଳେଶ୍ୱର ମେଲଣ ପଡ଼ିଆରେ ଶୁକ୍ରବାର ସକାଳ ସାଢେ଼ ଆଠଟା ସମୟରେ ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।ତେବେ ଏହି ପତାକା ଉତ୍ତଳନ ଉତ୍ସବରେ ପଞ୍ଚାୟ ବିଜେଡି ସଭାପତି ହେମନ୍ତ ଛୋଟରାୟ ଉପସ୍ଥିତ ଥିବା ବେଳେ କିଛି ବିଜେଡ଼ି କର୍ମୀମାନେ ଉପସ୍ଥିତ ଥିବା ସମୟରେ ଏଭଳି ଘଟଣା ଘଟିଛି।