କଣ୍ଟାମାଳ: ଭୁବନେଶ୍ୱର BJD କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ବୌଦ୍ଧର ବହୁ ନେତା ଓ କର୍ମୀ ହେଲେ ସାମିଲ, ପ୍ରତିକ୍ରିୟା ରଖିଲେ ଭାଗିରଥି ମଲ୍ଲିକ
ଭୁବନେଶ୍ୱର BJD କାର୍ଯ୍ୟାଳୟରେ ମିଶ୍ରଣ ପର୍ବରେ ବୌଦ୍ଧର ବିଭିନ୍ନ ଦଳର ବହୁ ନେତା ଓ କର୍ମୀ ବିଜେଡି ରେ ସାମିଲ ହୋଇଛନ୍ତି l ବିଜେଡି ସାଂସଦ ସସ୍ମିତ ପାତ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ମିଶ୍ରଣ ପର୍ବ ରେ କନ୍ଧମାଳ ସାଂସଦ ତଥା ବିଜେଡି ସାଂସଦ ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତ, କଣ୍ଟାମାଳ ବିଧାୟକ ତଥା ବିଜେଡି ବିଧାୟକ ପ୍ରାର୍ଥୀ ମହିଧର ରଣା ଉପସ୍ଥିତ ଥିଲେ।